Jump to content

ଲୌହ ଘଟିତ

ଉଇକିଅଭିଧାନ‌ରୁ

ଲୌହ ଘଟିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେଉଁ ଔଷଧାଦିରେ ଲୌହ ଉପାଦାନ ରୂପେ ବ୍ୟବହୃତ ହୁଏ —Medicine one of whose ingredients is iron.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ଅନୁସାରେ ଲୌହଭସ୍ମ ଘଟିତ ଔଷଧି—ଦ୍ୱାରା ଦେହର ରକ୍ତବିକୃତି ନାଶ ହୁଏ ଓ ରକ୍ତର ତେଜ ବଢ଼େ ପାଶ୍ଚାତ୍ୟ ବିଜ୍ଞାନର ମତରେ ମଧ୍ୟ ଲୌହ ରକ୍ତର ଗୋଟିଏ ପ୍ରଧାନ ଉପାଦାନ ଓ ରକ୍ତହୀନତା ପାଇଁ ଲୌହ— ଘଟିତ ଔଷଧ ପ୍ରୟୋଗ କରାଯାଏ ଶରୀରର ରକ୍ତରୁ ଲୈହର ଅଂଶ କମିଲେ ରକ୍ତ ଫକା ପଡ଼ିଯାଏ]