Jump to content

ଲୌହ ମାରଣ

ଉଇକିଅଭିଧାନ‌ରୁ

ଲୌହ ମାରଣ

ଉଚ୍ଚାରଣ

[ସମ୍ପାଦନା]

(ଲୌହ ଶୋଧକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ବୈଦ୍ୟଶାସ୍ତ୍ରୋକ୍ତ ବିଧିଦ୍ୱାରା ଭସ୍ମ ପ୍ରସ୍ତୁତ କରିବା ପାଇଁ ଲୌହକୁ ଗୋମୁତ୍ର ଆଦିଦ୍ୱାରା ନିଷେକାଦି କରିବା ବିଧି — The act of refining iron for preparing oxide.