Jump to content

ଲୌହ ସାର

ଉଇକିଅଭିଧାନ‌ରୁ

ଲୌହ ସାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଇସପାତ; ବୌଜ୍ଞାନିକ ପ୍ରକ୍ରିୟାଦ୍ୱାରା କଠିନୀ କୃତ ଟାଣ ଲୁହା —୧. Steel; hardened iron.

[ଦ୍ରଷ୍ଟବ୍ୟ —ଏଥିରେ ପୂର୍ବକାଳୀନ ଶତଘ୍ନୀ ଆଦି ଯୁଦ୍ଧାସ୍ତ୍ର ନିର୍ମିତ ହେଉଥିଲା]

୨. (ବୈଦ୍ୟକ) ଲୌହରୁ ଉତ୍ପାଦିତ ଏକପ୍ରକାର ଲବଣ (ହିନ୍ଦୀ - ଶ.) — ୨. A kind of medicinal salt prepared from iron.