ଲୟ ରହିବା
[ଲୟ ହେବା—ଅନ୍ୟରୂପ]
କୌଣସି ବିଷୟ ପ୍ରତି ମନୋଯୋଗ ସ୍ଥିର ହୋଇ ରହିବା —Concentration or turning of one's attention to a particular matter.
(ଯଥା—ମୋର ଅମୁକ ବିଷୟ ପ୍ରତି ଲୟ ରହିପାରିଲା ନାହିଁ )