ଶକଟାର
ଦେଖଣା
ଶକଟାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ସଂସ୍କୃତ ମୁଦ୍ରାରାକ୍ଷସ ନାଟକ ବର୍ଣ୍ଣିତ ରାଜା ମହାନନ୍ଦଙ୍କ ପ୍ରଧାନ ମନ୍ତ୍ରୀ —Name of the Prime minister of Raja Mahānanda of the Sanscrit drama Mudrā Rākshasa.
[ଦ୍ରଷ୍ଟବ୍ୟ —ରାଜଙ୍କ ପ୍ରଦତ୍ତ ଅପମାନର ପ୍ରତିଶୋଧ ନେବାପାଇଁ ଏ ଚାଣକ୍ୟଙ୍କ ସଙ୍ଗେ ମିଳି ଷଡ଼ଯନ୍ତ୍ର କରି ନନ୍ଦରାଜବଂଶର ଉଚ୍ଚେଦଦ ସାଧନ ରି ଚନ୍ଦ୍ରଗୁପ୍ତଙ୍କୁ ରାଜା କରାଇଥିଲେ]