ଶକାର ବକାର କରିବା
ଦେଖଣା
ଶକାର ବକାର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶକାର ବକାର କରିବା
|
ଶକାର ବକକାର ପଢ଼ିବା, ଶକାର ବକାର, ପ୍ରୟୋଗ କରିବା, ଶକାର ବଜାର ଲଗା—ଇବା, ଶକାର ବକାର ଚଳେଇବା ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ଶଳା ବାହାଞ୍ଚୋତ ଆଦି ଅଶ୍ଳୀଳ ଭାଷା ପ୍ରୟୋଗପୂର୍ବକ ଗାଳି ଦେବା —To call ugly names to a person.