ଶକୁନିବାଦ

ଉଇକିଅଭିଧାନ‌ରୁ

ଶକୁନିବାଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)[ସମ୍ପାଦନା]

୧. ପକ୍ଷୀମାନଙ୍କର କାକଳି ବା ଶବ୍ଦ —୧. The cry or sound of birds.
୨. କୁକୁଡ଼ା ଡ଼ାକ ବା ଶବ୍ଦ — ୨. The crowing of a cock.
୩. ଉଷାକାଳରେ ପକ୍ଷୀଙ୍କ ରାବ —୩. The cry of birds in the early morning.