Jump to content

ଶକ୍ତିମୟ

ଉଇକିଅଭିଧାନ‌ରୁ

ଶକ୍ତିମୟ

ଉଚ୍ଚାରଣ

[ସମ୍ପାଦନା]
(ଶକ୍ତିମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -(ଶକ୍ତି+ପ୍ରାଚୁର୍ଯ୍ୟର୍ଥେ ମୟ)

[ସମ୍ପାଦନା]

କ୍ଷମତା ବା ସାମର୍ଥ୍ୟଯୁକ୍ତ; ଶକ୍ତିଶାଳୀ —Full of energy; potential.