ଶକ୍ତି ଶେଳ

ଉଇକିଅଭିଧାନ‌ରୁ

ଶକ୍ତି ଶେଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶକ୍ତିଭେଦ (ଦେଖ) - (ଶକ୍ତିଙ୍କଦ୍ୱାରା ପ୍ରଦତ୍ତ ଶେଶ 'ଶେଳ' ସଂସ୍କୃତ ଶଲ୍ୟ ବା ଶୂଳ ଶବ୍ଦଜ? ମଧ୍ୟପଦ ଲୋପୀ; ବା ଶକ୍ତିରୂପକକ ଶେଳ, ରୂପକ କର୍ମ— ଧାରୟ)—ରାବଣ ପୁତ୍ର ଇନ୍ଦ୍ରଜିତକୁ ଦୂର୍ଗାଙ୍କ ପ୍ରଦାନ କରିଥିବା ଶକ୍ତି ନାମକ ଅସ୍ତ୍ର ବା ବାଣ

[ଦ୍ରଷ୍ଟବ୍ୟ —ଏହାକୁ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ଉପରକୁ ନିକ୍ଷେପ କରିବାରୁ ତାଙ୍କର ଶକ୍ତିଭେଦ ହୋଇଥିଲା] The very powerful shaft or dart or weapon given by Goddess Durgā to Rābaṇa's son Indrajit which he threw at Laksmana and which pierced his heart and made him swoon.