Jump to content

ଶକ୍ତି ଶୋଧନ

ଉଇକିଅଭିଧାନ‌ରୁ

ଶକ୍ତି ଶୋଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

କୌଣସି ସ୍ତ୍ରୀଙ୍କୁ ଶକ୍ତିରୂପେ ପୂଜା କରିବା ପୂର୍ବରୁ ତାଙ୍କୁ ଶୁଦ୍ଧ କରିବାରୂପ ତାନ୍ତ୍ରିକ ବିଶିଷ୍ଟ କ୍ରିୟା (ହିନ୍ଦୀ - ଶ.) —Purificatory rites performed in respect of the female whom a Tāntrika worshipper worships as incarnation of Ṡakti.