Jump to content

ଶଗଡ଼ିଆ

ଉଇକିଅଭିଧାନ‌ରୁ

ଶଗଡ଼ିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଶାକଟିକ)

[ସମ୍ପାଦନା]
୧. ଶକଟସମ୍ୱନ୍ଧୀୟ — ୧. Relating to the cart
୨. ଶକଟ ଟାଣିବାରେ ନିଯୁକ୍ତି (ବ୍ୟକ୍ତି ବା ପଶୁ) —୨. Engaged in work in connection with a cart.

(ଯଥା—ଶଗଡ଼ିଆ ବଳଦ, ଶଗଡ଼ିଆ ପୋଡୁହ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗାଡୁଆନ; ଶକଟବାହି; ସାରଥି —୧. A cart driver; cart man.
୨. ଯେଉଁ ବ୍ୟକ୍ତି ଶଗଡ଼ଦ୍ୱାରା ଜୀବିକା ନିର୍ବାହ କରେ — ୨. A person who earns his living by carrying things in carts; a carrier of things and men by cart.

(ଉ—ଭିଖାରି କେଳା, ଶଗଡ଼ିଆ, ଉନମତ୍ତ; ଲୋକେ ଗଡ଼େ ସ୍ଥାନ ନ ଦେବ କଦାଚିତ—କୃଷ୍ଣସିହ ମହାଭାରତ ଶାନ୍ତି)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଶଗଡ଼ ସରି —A cart track.