Jump to content

ଶଗଡ଼େ

ଉଇକିଅଭିଧାନ‌ରୁ

ଶଗଡ଼େ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ଓ ବିଶେଷ୍ୟ -

[ସମ୍ପାଦନା]
୧. ଭଡ଼ାଏ; ଏକଗାଡ଼ି ପରିମିତ — ୧. One cart-load of.
୨. ବହୁ ପରିମିତ — ୨. Large quantity of.

[ଯଥା— ତା ପେଟରେ ଶଗଡ଼େ ବିଦ୍ୟା ଅଛି]