ଶଗଡ଼ ଅଣ୍ଟେଇବା
ଦେଖଣା
ଶଗଡ଼ ଅଣ୍ଟେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଗଡ଼ ଅଣ୍ଟେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କାଦୁଅରେ ବା ବାଲିରେ ବଳଦ ଟାଣି ପାରୁନ ଥିବା ଶଗଡ଼ର ଦଣ୍ଡା ପାଖରେ ମନୁଷ୍ୟ ହାତ ଓ ଅଣ୍ଟାଦ୍ୱାରା ବଳ ପ୍ରୟୋଗ କରିବା —To push a heavily laden cart (which the bullocks are drawing with difficulty through sand or mud) with one's hands and waist to accelerate its movement.