ଶଗଡ଼ ଦଉଡ଼ି
ଦେଖଣା
ଶଗଡ଼ ଦଉଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଗଡ଼ ଦଉଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶଗଡ଼ରେ ବୁହାଯିବା କାଠ ଆଦିକୁ ବା ରୁଦ୍ରକୁ ଶଗଡ଼ ସଙ୍ଗେ ମଜଭୁତ୍ କରି ବାନ୍ଧିବା ପାଇଁ ବ୍ୟବହୃତ ୧୫: ୨ ହାତ ଲମ୍ୱା ମୋଟା ଦଉଡ଼ା —A thick long rope which is kept in a cart to tie any thing to be carried on it.