ଶଗଡ଼ ବଟି
ଦେଖଣା
ଶଗଡ଼ ବଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଗଡ଼ ବଟି
|
[ଶଗଡ଼ ମାଆ(ହା)ସୁଲ—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶକଟ+ଫାରାସୀ - ବଟ୍ଟା)
[ସମ୍ପାଦନା]ଅନ୍ୟ ବ୍ୟକ୍ତିର ଜମି ଉପରେ କିଛି କାଳ ପାଇଁ ଶଗଡ଼କୁ ରଖିବାକୁ ହେଲେ ଶଗଡ଼ଆର ଉକ୍ତ ଜମିର ମାଲିକକୁ ଦେବା କର ବା ଶୁଳ୍କ — A fee paid to the owner of a land by a cartman for keeping the cart on it for some time.