Jump to content

ଶଗଡ଼ ବାଟ

ଉଇକିଅଭିଧାନ‌ରୁ

ଶଗଡ଼ ବାଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଶଗଡ଼ ରାସ୍ତା—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ରାସ୍ତାରେ ଶଗଡ଼ ଯିବା ଆସିବା କରି ପାରେ; ଶକଟ ଗମନାଗମନର ଉପଯୋଗୀ ପ୍ରଶସ୍ତ ରାସ୍ତା —Cart road; a road for cart traffic.