ଶଗଡ଼ ବାଟୁଆ
ଦେଖଣା
ଶଗଡ଼ ବାଟୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକଜାତୀୟ କଣ୍ଟକୀ ବନ୍ୟଗୁଳ୍ମ — A kind of wild tree with aromatic flowers; Eugenia Bractiata.
[ଦ୍ରଷ୍ଟବ୍ୟ —ଏହାର କୋଳି ଲୋକ ଖାଆନ୍ତି, ଏହାର ଫୁଲ ଅତ୍ୟନ୍ତ ସୁବାସିତ]
[ଉ—ବାଲି ସ୍ତୁପ ଖୋଲେ ରଙ୍ଗେ ଯହିଁ ପ୍ରଜାପତିଙ୍କ ଥାଟ, ସୁରଭି ଶଗଡ଼ ବାଟୁଆ ନିକୁଞ୍ଜେ କରନ୍ତି ନାଟ ରାଧାନାଥ ଉଷା]