ଶଗଡ଼ ଭଡ଼ା
ଦେଖଣା
ଶଗଡ଼ ଭଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଗଡ଼ ଭଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶକଟ+ଭାଟକ)
[ସମ୍ପାଦନା]ଅନ୍ୟ ବ୍ୟକ୍ତିଙ୍କୁ ବା ଅନ୍ୟ ବ୍ୟକ୍ତିଙ୍କ ପଦାର୍ଥକୁ ଶଗଡ଼ରେ ନେବା ପାଇଁ ଶଗଡ଼ିଆର ନେବା ମୂଲ ବା କେରେୟା —Cart hire.
ଶଗଡ଼ ଭଡ଼ା
|
ଅନ୍ୟ ବ୍ୟକ୍ତିଙ୍କୁ ବା ଅନ୍ୟ ବ୍ୟକ୍ତିଙ୍କ ପଦାର୍ଥକୁ ଶଗଡ଼ରେ ନେବା ପାଇଁ ଶଗଡ଼ିଆର ନେବା ମୂଲ ବା କେରେୟା —Cart hire.