ଶଗଡ଼ ଯୁଚିବା
ଦେଖଣା
ଶଗଡ଼ ଯୁଚିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଗଡ଼ ଯୁଚିବା
|
ଦେଶଜ - କ୍ରି.—(ସଂଶକଟ+ଯୁଜ୍ ଧାତୁ)
[ସମ୍ପାଦନା]ଶକଟର ଯୁଗରେ ପଶୁଙ୍କ ଲଗାଇବା —To yoke beasts to a cart.
(ଦ୍ର—ପ୍ରକୃତରେ ଶଗଡ଼ ଯୋଚା ଯାଏ ନାହିଁ, ଶଗଡ଼ରେ ବଳଦ ଯୋଚା ଯାଆନ୍ତି)
ଶଗଡ଼ ଯୁଚିବା
|
ଶକଟର ଯୁଗରେ ପଶୁଙ୍କ ଲଗାଇବା —To yoke beasts to a cart.
(ଦ୍ର—ପ୍ରକୃତରେ ଶଗଡ଼ ଯୋଚା ଯାଏ ନାହିଁ, ଶଗଡ଼ରେ ବଳଦ ଯୋଚା ଯାଆନ୍ତି)