Jump to content

ଶଙ୍କ

ଉଇକିଅଭିଧାନ‌ରୁ

ଶଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଙ୍କ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଶକଟବାହୀ ବୃକ୍ଷ; ଶଗଡ଼ିଆ ବଳଦ —A cart ox, an ox for drawing cart.

ପ୍ରା. (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଶଙ୍ଖ; ପୋଲ —Bridge.