ଶଙ୍କରାଭରଣ
ଦେଖଣା
ଶଙ୍କରାଭରଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାଗିଣୀବିଶେଷ —Name of a metre.
(ରାଗ ତଳେ ନୋଟ୍ ଦେଖ)
[ଦ୍ରଷ୍ଟବ୍ୟ —ଏହାର ପ୍ରଥମ ପାଦ ୧୪: ଅକ୍ଷର, ୩ୟ ପାଦ ୧୪: ଅକ୍ଷର, ତୃତୀୟ ପାଦ ୮ ଅକ୍ଷର ଓ ୪ର୍ଥ ପାଦ ୧୪: ଅକ୍ଷର ଅଟେ ଏହା ଆନନ୍ଦଭୈରବୀ ରାମର ଅନୁରୂପ ଲବଣ୍ୟବତୀର ସପ୍ତଦଶ ଛାନ୍ଦ ଏହି ରାଗିଣୀରେ ରଚିତ
ଯାଥ ===
ବହିତ୍ର ଲାଗିଲା ଯାଇ ସିଂହଳଦ୍ୱୀପରେ ସାଧବୟବତୀମାନେ ଅତି ପ୍ରମୋଦରେ ଗଲେ ବହିତ୍ର ବନ୍ଦାଇ ଅର୍ଘ୍ୟସ୍ଥାଳୀମାନେ କରେ ହୁଳହୁଳି ଦେଲେ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସମ୍ପୂର୍ଣ୍ଣ ଜାତର ଏକପ୍ରକାର ରାଗ —A kind metre.
[ଦ୍ରଷ୍ଟବ୍ୟ —ଏ ନଟନାରାୟଣ ରାଗର ପୁତ୍ର ଏହା ଗାଇବାର ସମୟ ପ୍ରଭାବ ଓ ମତାନ୍ତରରେ ସାୟଂକାଳରେ ୧୬: ଠାରୁ ୨ ଦଣ୍ଡ ପର୍ଯ୍ୟନ୍ତ ସମୟ]