Jump to content

ଶଙ୍କରୀ

ଉଇକିଅଭିଧାନ‌ରୁ

ଶଙ୍କରୀ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶଙ୍କର+ଈ)

୧. ପାର୍ବତୀ —୧. Goddess Pārbatī.
୨. (ବେଦ୍ୟକ) ଶମୀକ ଗଛ (ଦେଖ) - ; —୨. Prosopis Spicigera (tree).
୩. ମଞ୍ଜିଷ୍ଠା —୩. Indian madder (tree)
୪. ମାଳବକୋଶ ରାଗର ସହଚରୀ ରାଗିଣୀ ବିଶେଷ —୪. Name of a secondary tune.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଶଙ୍କର ସ୍ତ୍ରୀ —Feminine of Ṡaṅkara.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଶୁଭଦାୟିନୀ ସ୍ତ୍ରୀ—ସ୍ତ୍ରୀ ଲୋକଙ୍କ ନାମ —A name given to females.