ଶଙ୍କର ଚୂଡ଼
ବିଷଧର ସର୍ପ ବିଶେଷ — A kind of poisonous snake.
[ଦ୍ରଷ୍ଟବ୍ୟ —ଏହା ଲମ୍ୱାରେ ୯୧ ହାତ ହୁଏ ଏହାର ବିଷ ଦାନ୍ତ ବଡ଼ ଓ ଏହାର ଦଂଶନ ସାଂଘାତିକ ବଙ୍ଗଦେଶର ସୁନ୍ଦର ବଣରେ କେବଳ ଏ ସର୍ପ ଦେଖା ଯାଆନ୍ତି ଏହାକୁ ଧରିବା ବଡ଼ କଷ୍ଟକର (ହିନ୍ଦୀ - ଶ).