Jump to content

ଶଙ୍କର ଦିଗ୍ୱିଜୟ

ଉଇକିଅଭିଧାନ‌ରୁ

ଶଙ୍କର ଦିଗ୍ୱିଜୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡaṅkara dig-bijaya
  • ଆଇ.ପି.ଏ. — ʃˈʌŋkʌɾˌɔ dˈɔ hɾˌɔʃʃoˈikaɾ ɡˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ ɟˈɔ ˈɔj

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଦ୍ୟାରଣ୍ୟ ମୁନିଙ୍କ ରଚିତ କାବ୍ୟ ବିଶେଷ — An epio composed by sage Bidyāraṇya.

[ଦ୍ରଷ୍ଟବ୍ୟ —ଏହି କାବ୍ୟ ଖଣ୍ଡିକରେ ଶଙ୍କରାଚାର୍ଯ୍ୟଙ୍କ ଜୀବନ ବୃତ୍ତାନ୍ତ ଓ ଦିଗ୍ୱିଜୟ ବର୍ଣ୍ଣିତ ହୋଇଅଛି ୧୬: ଗୋଟି ସର୍ଗରେ ପୁସ୍ତକଟି ପରିସମାପ୍ତ ଏଥିର ପ୍ରଥମ ଚାରୋଟି ସର୍ଗ (ଉପନୟନଚର୍ଯ୍ୟା) ପୁରୀ ଶଙ୍କରାନନ୍ଦ ବା ଭୋଗ ବର୍ଦ୍ଧନ ମଠାଧୀଶ ଜଗଦ୍ଗୁରୁ ଶଙ୍କର ଶ୍ରୀ ୧୧୮: ଦଣ୍ଡୀ ସଚ୍ଚିଦାନନ୍ଦ ସରସ୍ୱତୀ ସ୍ୱାମୀ ଓଡ଼ିଆ ପଦ୍ୟରେ ଅନୁବାଦ କରି ପ୍ରକାଶ କରିଅଛନ୍ତି]