Jump to content

ଶଙ୍କା ଭୂମି

ଉଇକିଅଭିଧାନ‌ରୁ

ଶଙ୍କା ଭୂମି

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

୧. ଭୟଜନକ ଦ୍ରବ୍ୟ —୧. Object of fear.
୨. ଶଙ୍କାର ସ୍ଥାନ ବା ବିଷୟ; ଭୟଜନକ ସ୍ଥାନ —୨. A ground of fear.