ଶଙ୍କା ହର
ଶଙ୍କାହରା—ସ୍ତ୍ରୀ
=== ସଂସ୍କୃତ - ବିଶେଷଣ - ପୁଂ—(ଶଙ୍କା+ହୃ ଧାତୁ=ହରଣ କରିବା+କର୍ତ୍ତୃ.ଅ)
ଭୟ ନାଶକ —Dispelling fear or suspicion; freeing a person from dread or doubt.