ଶଙ୍କିଣି
ଦେଖଣା
ଶଙ୍କିଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ଶକୁନି)
[ସମ୍ପାଦନା]ଦୁର୍ଯ୍ୟୋଧନ ମାମୁଁ; ଶକୁନି (ଦେଖ) - —The maternal uncle of king Durjyodhana Ṡakuni (See)
ଅନୁବାଦ
[ସମ୍ପାଦନା]ପୁଲିଙ୍ଗ - ଓ ସ୍ତ୍ରୀ
[ସମ୍ପାଦନା]ପରଘରେ ଅନିଷ୍ଟ ଲଗାଇବା ବ୍ୟକ୍ତି —A person who forments quarrel in another's family.
ଅନୁବାଦ
[ସମ୍ପାଦନା]ସ୍ତ୍ରୀ—(ସଂସ୍କୃତ - ଶାକିନୀ
[ସମ୍ପାଦନା]- ୧. (ଗାଳି) ଡାଆଣୀ; ନୀଚା ସ୍ତ୍ରୀ ଲୋକ ୧. (abuse) A mean or wicked woman; a witch.
- ୨. ଉପଦେବତା ବିଶେଷ — ୨. A class of wicked female ghosts.