ଶଙ୍କିତ
ଦେଖଣା
ଶଙ୍କିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ—(ଶଙ୍କା+ଇତ୍; ସଂଜାତାର୍ଥେ)
[ସମ୍ପାଦନା]- ୧. ଭୀତ; ତ୍ରୁସ୍ତ —୧. Terrified; alarmed, frightened; afraid.
- ୨. ସନ୍ଦିଗ୍ଧ —୨. Doubting; doubting; suspecting.
- ୩. ଅବିଶ୍ୱସ୍ତ — ୩. Untrustworthy
- ୪. (ଶଙ୍କ୍ଧାତୁ+କର୍ମ. ତ)— ବିତର୍କିତ —୪. Suspected; conjectured.
- ୫. ଅନିଶ୍ଚିତ; ସନ୍ଦେହଯୁକ୍ତ (ହିନ୍ଦୀ - ଶ) —୫. Uncertain; doubtful;
(ବୈଦିକ)—ବି
[ସମ୍ପାଦନା]ଚୋର ନାମକ ଗନ୍ଧଦ୍ରବ୍ୟ —A scented herb; Andropogen Acicularis.