Jump to content

ଶଙ୍କିତ ବର୍ଣ୍ଣ

ଉଇକିଅଭିଧାନ‌ରୁ

ଶଙ୍କିତ ବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଙ୍କିତ+ଭୀତ+ବର୍ଣ୍ଣ=ଜାତି; ଯେଉଁ ଶ୍ରେଣୀର ବ୍ୟକ୍ତି ସର୍ବଦା ଧରା ପଡ଼ିବାର ଶଙ୍କାଦ୍ୱାରା ତ୍ରସ୍ତ; କିମ୍ୱା ଶଙ୍କିତ=ଭୟଯୁକ୍ତ+ବର୍ଣ୍ଣ=ବାଦ୍ୟ ଯାହାର; ଯେ ଡରି ଡରି କଥା କହେ ବା ପାଟି କରେ ନାହିଁ)

[ସମ୍ପାଦନା]

ଚୌର; ତସ୍କର; ଚୋର —Thief.