Jump to content

ଶଙ୍କିବା

ଉଇକିଅଭିଧାନ‌ରୁ

ଶଙ୍କିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଶଙ୍କ୍ଧାତୁ)

[ସମ୍ପାଦନା]
୧. ଭୟ କରିବା; ଭୀତହେବା — ୧. To fear; to dread.

[ଉ—ତାଙ୍କର ଗାମ୍ଭୀର୍ଯ୍ୟକୁ ଜଳଧି ଶଙ୍କିଲେ—କୃଷ୍ଣିସିଂହ ମହାଭାରତ. ବନପର୍ବ]

୨. ସନ୍ଦେହ କରିବା —୨. To suspect.
୩. (ସଂସ୍କୃତ - ସଙ୍କୋଚ)—କୌଣସି କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେବା; ସଙ୍କୋଚ ବୋଧ କରିବା ବା ପଶ୍ଚାତ୍ଯଦି ହେବା —୩. To shrink from doing a thing; to fight shy of a matter.

(ଉ—ବନ୍ଦି କହେ ବନ୍ଦୀ କପି ଇନ୍ଦ୍ରଗଲା ଶଙ୍କି—ବିଶ୍ୱନାଥ ବିଚିତ୍ରରାମାୟଣ)

୪. ଲଜ୍ଜାବୋଧକରିବା —୪. To feel shy.