ଶଙ୍କୁଅ
ନଦୀ ଓ ପୋଖରୀ ଆଦିରୁ ପାଣି ବୋହି ଯିବା ପାଇଁ ଓ ଉପରେ ଲୋକ ଯିବାଆସିବା ପାଇଁ ନିର୍ମିତ ହୋଇଥିବା ପୋଲ; ସେତୁ —A bridge; culvert.