ଶଙ୍କୁଚ୍ଛାୟା
ପ୍ରାଚୀନକାଳରେ ୧୨: ଆଙ୍ଗୁଳି ଉଚ୍ଚ ଏକ ମୁନିଆ ଖୁଣ୍ଟି, ଯାହାର ଛାୟାଦ୍ୱାର ସମୟରେ ପରିମାଣ ଜଣା ଯାଉଥିଲା [ହିନ୍ଦୀ - ଶ.] —A pointed stake ୧୨ digits long with the help of the shadow of which, the time of the day could be ascertained in ancient India.