Jump to content

ଶଙ୍କୁପଟ୍ଟ

ଉଇକିଅଭିଧାନ‌ରୁ

ଶଙ୍କୁପଟ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶଙ୍କୁ ଯନ୍ତ୍ରର ବା ସୂର୍ଯ୍ୟଘଟିକାର ଉପରେ ଥିବା ପଟା —The dial or face of a sundial.
୨. ସୂର୍ଯ୍ୟ ଘଟିକା —୨. The sundial.