ଶଙ୍କୁ କର୍ଣ୍ଣ
ଦେଖଣା
ଶଙ୍କୁ କର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା][ଶଙ୍କୁକର୍ଣ୍ଣୀ—ଅନ୍ୟରୂପ]
ସଂସ୍କୃତ - ବି—(ଶଙ୍କୁ=କୀଳକ ପରି ଠିଆ ହୋଇଥିବା କର୍ଣ୍ଣ ଯାହାର; ବହୁବ୍ରୀହି)
[ସମ୍ପାଦନା]- ୧. ଗର୍ଦ୍ଦଭ; ଗଧ — ୧. The ass.
- ୨. ରାକ୍ଷାସବିଶେଷ — ୨. Name of a demon.
- ୩. ମହାଦେବ ଲିଙ୍ଗ ବିଶେଷ —୩. The name of a Ṡiba Liṅga.
[ଉ—ଶଙ୍କୁକର୍ଣ୍ଣ ମହାଦେବଙ୍କୁ ଯେ ପୂଜଇ ଦଶ ଅଶ୍ୱମେଧର ଫଳ ସେ ଲଭଇ କୃଷ୍ଣସିଂହ. ମହାଭାରତ ବନ]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯାହାର କାନ କୀଳା ପରି ଠିଆ ହୋଇ— ଥାଏ —Having the ears standing erect like pegs.