Jump to content

ଶଙ୍କୁ ଯନ୍ତ୍ର

ଉଇକିଅଭିଧାନ‌ରୁ

ଶଙ୍କୁ ଯନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୂର୍ଯ୍ୟଘଟିକା —The sundial.

[ଦ୍ରଷ୍ଟବ୍ୟ —ଏହି ଘଟିକାର ପଟ୍ଟ ଉପରେ ଖଣ୍ଡିଏ କାଠି (ଶଙ୍କୁ) ଠିଆବାଗରେ ପୋତା ହୋଇଥିବା ଓ ଉକ୍ତ ଶଙ୍କୁର ଛାଇ ପଟ୍ଟୁ ଉପରେ ଚିହ୍ନିତ ସ୍ଥାନରେ ପତିତ ହୋଇ ସମୟ ଜ୍ଞାପନ କରେ]