Jump to content

ଶଙ୍କେଇବା

ଉଇକିଅଭିଧାନ‌ରୁ

ଶଙ୍କେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଶଙ୍କ ଧାତୁ ଣିଚ୍; ଶଙ୍କିବାର ଣିଜନ୍ତି ରୂପ)

[ସମ୍ପାଦନା]
୧. ଶଙ୍କିତ କରାଇବା; ଡରାଇବା — ୧. To frighten.

[ଉ—ଚନ୍ଦ୍ରମା ମେରୁ ଉପମା ଶଙ୍କାଇବି ଭଞ୍ଜ. ପ୍ରେମସୁଧାନିଧି]

୨. ସନ୍ଦିହାନ କାରଇବା; ସନ୍ଦେହ ଜନ୍ମାଇବା —୨. To raise suspicion; to cause doubt.