ଶଙ୍ଖକାର
ଶଙ୍ଖାରି; ଯେ ଶଙ୍ଖର ଦ୍ରବ୍ୟମାନ ନିର୍ମାଣ କରେ —A manufacturer of shell bracelets and other articles.
[ଦ୍ରଷ୍ଟବ୍ୟ —ପୁରାଣ ଅନୁସାରେ ବିଶ୍ୱକର୍ମା ପିତା ଓ ଶୂଦ୍ରାମାତାଙ୍କଠାରୁ ଏ ସଙ୍କର ଜାତିର ଉତ୍ପତ୍ତି (ହିନ୍ଦୀ - ଶ)]