Jump to content

ଶଙ୍ଖଚର୍ଜୀ

ଉଇକିଅଭିଧାନ‌ରୁ

ଶଙ୍ଖଚର୍ଜୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶଙ୍ଖ=ଲଲାଟ+ଚର ଧାତୁ+କର୍ତ୍ତୃ. ଅ+ଈ; ଚର୍ଚ୍ଚ ଧାତୁ+କର୍ତ୍ତୃ. ଈ)

[ସମ୍ପାଦନା]
୧. ଲଲାଟିକା (ଦେଖ) - —୧. Lalāṭikā (See)
୨. ଭାଲ; ଲଲାଟ (ହିନ୍ଦୀ - ଶ) —୨. Brow.
୩. ଚନ୍ଦନଦ୍ୱାରା ଲାଲାଟରେ ଅଙ୍କିତ ଚିହ୍ନ —୩. A mark on the forehead made with sandal (Apte).