Jump to content

ଶଙ୍ଖଚିଲ

ଉଇକିଅଭିଧାନ‌ରୁ

ଶଙ୍ଖଚିଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶଙ୍କର ଚିଲ୍ଲ)

[ସମ୍ପାଦନା]

ପ୍ରସହ ବର୍ଗରେ ଦିବାଚର ମତ୍ସ୍ୟପ୍ରିୟ ପକ୍ଷୀବିଶେଷ

[ଦ୍ରଷ୍ଟବ୍ୟ —ଏହାର ମୁଣ୍ଡ, ଗଳା ଓ ପେଟ ଶଙ୍ଖ ପରି ଧଳା ଏହା ପ୍ରାୟ ଏକ ହାତ ଦୀର୍ଘ ଏବଂ ଏହାର ପିଠି ଓ ପୁଚ୍ଛ ଦେଖିବାକୁ ନାଲି ଏହାର ଚଞ୍ଚୁ ବଡ଼ ଓ ଚେପା ଏବଂ ଗୋଡ଼ ଛୋଟ ଓ ନଖ ବକ୍ର] The Brahmini kite; Haliastus Indus.

[ଦ୍ରଷ୍ଟବ୍ୟ —ତନ୍ତ୍ରରେ ଅହି ପକ୍ଷୀ ଦୁର୍ଗାଙ୍କ ଅଂଶ ବୋଲି ବର୍ଣ୍ଣିତ ହୋଇଅଛି ଦେବୀ ପୁରାଣରେ ଏହାକୁ ଶଙ୍କରପ୍ରିୟା ନାମରେ ଅଭିହିତ କରାଯାଇଅଛି କୌଣସି ଉଦ୍ଦେଶ୍ୟରେ ଯାତ୍ରା ବା ଅନୁକୁଳ କରିବା ସମୟରେ ହିନ୍ଦୁମାନେ ଶଙ୍ଖଚିଲ ଉଡ଼ିବା ଦେଖିଲେ ତାହାକୁ ଶୂଭସୂଚକ ଶକୁନ ବୋଲି ଜ୍ଞାନ କରନ୍ତି ପୋଖରୀରେ ଲୋକ ମାଛ ଧରିଲେ ଉପରେ ଶଙ୍ଖଚିଲମାନେ ଉଡ଼ନ୍ତି ଓ ପାଣିରୁ ନଖଦ୍ୱାରା ଛୋଟ ଛୋଟ ମାଛ ଝାମ୍ପି ନେଇ ଖାଆନ୍ତି ଏମାନଙ୍କର ବୋବାଳି ମନୁଷ୍ୟ ବିକଳ କାନ୍ଦଣା ପରି ଶୁଣାଯାଏ]