Jump to content

ଶଙ୍ଖଚୁଡ଼

ଉଇକିଅଭିଧାନ‌ରୁ

ଶଙ୍ଖଚୁଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶଙ୍ଖଚୂଡ଼)

[ସମ୍ପାଦନା]
୧. ଅହିରାଜ ସର୍ପ — ୧. A species of asp; Naia Bungarus.

[ଦ୍ରଷ୍ଟବ୍ୟ —ଶଙ୍ଖଚୁଡ଼ ଶୁକ୍ଳ ଫଣା ବିଶିଷ୍ଟ ନାଗ— ଜାତୀୟ ବିଷୟରେ ସର୍ପ ବିଶେଷ ଏହାର ଲମ୍ୱ ୮ ହାତଠାରୁ ୧ ହାତ ପର୍ଯ୍ୟନ୍ତ ଦେବାର ଦେଖାଯାଏ; ଫଣା ନାଗ ସାପର ଫଣାଠାରୁ ଟିକିଏ ଛୋଟ ]

୨. ଏକ ପ୍ରକାର ସାମୁଦ୍ରିକ ସାପ, ଶୁକ୍ଳ ଫଣା ବିଶିଷ୍ଟ ସମୁଦ୍ରଜୀବୀ ସର୍ପ ବିଶେଷ — ୨. A species of sea snakes