ଶଙ୍ଖଜ
ସଙ୍ଖରୁ ଜାତ —Born or produced from conch.
କପୋତ ଡିମ୍ୱପରି ବୃହଦାକାର ମୁକ୍ତା, ପାହା ମଧ୍ୟରୁ ମିଳେ —A large pearl shaped like a pigeon's egg got from conch shell.