ଶଙ୍ଖଜୀରା
ଦେଖଣା
ଶଙ୍ଖଜୀରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୁଳ. ଫ. ସଙ୍ଗ୍ଜରାହତ୍)
[ସମ୍ପାଦନା]ଏକ ପ୍ରକାର ଧଳା ଚିକ୍କଣ ପଥର, ଯହିଁରେ ଚୂର୍ଣ୍ଣ ଘାଆ ପୂରିବା ପାଇଁ ଔଷଧ ରୂପେ ବ୍ୟବହୃତ ହୁଏ —A kind of white smooth stone, the powder of which is used for healing sores; pumice stone.
[ଦ୍ରଷ୍ଟବ୍ୟ —ହିନ୍ଦୀ ଶବ୍ଦସାଗର ଲେଖିଅଛନ୍ତି ଯେ ଏ ଶବ୍ଦ ଫାରାସୀ - ସଙ୍ଗ୍ଜରାହତ୍ରେ ସଂସ୍କୃତରୂପେ ଏଥିରେ ମୂର୍ତ୍ତି ଆଦି ତିଆରି ହୁଏ ଏହା ପାଣିରେ ବତୁରିଲେ ଫୁଲିଯାଏ ଓ ଶୁଖିଲେ କଡ଼ା ହୁଏ ଏହା ମୂର୍ତ୍ତି ଆଦିର ତିଆରି କରିବାରେ ବ୍ୟବହୃତ ହୁଏ ହିନ୍ଦୀ - ଶ]