Jump to content

ଶଙ୍ଖନିଧି ପଦ୍ମନିଧି

ଉଇକିଅଭିଧାନ‌ରୁ

ଶଙ୍ଖନିଧି ପଦ୍ମନିଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ସହଚର)

[ସମ୍ପାଦନା]

କୁବେରଙ୍କର ଦୁଇଟି ନିଧି — Name to two rare gems of God Kubera.

[ଉ—ଶଙ୍ଖନିଧି ଯେ ପଦ୍ନନିଧି ନିଧି ତୁଲେ, କୁବେରଙ୍କୁ ସେବା ସେ କରିଥାନ୍ତି ଭଲେ କୃଷ୍ଣସିଂହ. ମହାଭାରତ ସଭା]

[ଦ୍ରଷ୍ଟବ୍ୟ — ଲୋକଙ୍କର ବିଶ୍ୱାସ ଯେ, ଭାଗ୍ୟକ୍ରମେ ଯେଉଁ ବ୍ୟକ୍ତିଙ୍କ ହାତରେ ଶଙ୍ଖନିଧିର ଓ ପଦ୍ମନିଧିର ଚିହ୍ନ ଥାଏ, ସେ ଯେଉଁ ବସ୍ତୁକୁ ଛୁଏଁ, ତାହା ସୁନା ପାଲଟି ଯାଏ, ଓ ସେ ଲୋକର ଅଚଳାଚଲ ସମ୍ପତ୍ତି ମାଡ଼ି ଯାଏ ତାହାର ଭଣ୍ଡାରରୁ ଯେତେ ବ୍ୟୟ ହେଲେ ସୁଦ୍ଧା ତାର ଭଣ୍ଡାର ଅସରନ୍ତି ହୋଇ ରହେ ଏଥିପାଇଁ ଖୁବ୍ ଧନୀବ୍ୟକ୍ତିଙ୍କୁ ଲୋକ କହିଥାଆନ୍ତି—ତା ହାତରେ ଶଙ୍ଖନିଧି ପଦ୍ନନିଧି ଅଛି]