ଶଙ୍ଖପୁଷ୍ପୀ
ଦେଖଣା
ଶଙ୍ଖପୁଷ୍ପୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶଙ୍ଖପୁଷ୍ପୀ
|
[ଶଙ୍ଖପୁଷ୍ପିକା—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ବର୍ଷାୟୁଃ ରଜୁ ଶାକ; ଶ୍ୱେତ ବନବନା (ହରେକୃଷ୍ଣ, ଦ୍ରବ୍ୟଗୁଣ) — ୧. Canscora Decussata; Evalvulus Erecta.
[ଦ୍ରଷ୍ଟବ୍ୟ — ଏହା ତିକ୍ତକଷାୟ ରସ ବିଶିଷ୍ଟ ଦେଖିବାକୁ ଗୟଶ ଗଛ ପରି ଏହାର ନାଡ଼ ଚତୁଷ୍କୋଣ, ପତ୍ର ଅଭିମୁଖୀ; ଫୁଲ ଆନୀଳ ଶ୍ୱେତ ଓ ଚାରୋଟି ଦଳ ବିଶିଷ୍ଟ; ଏହାର ପୁଖୁଡ଼ା ଗୁଡ଼ିକ ଏକତ୍ର ଯୁକ୍ତ ଫଳ ଦ୍ୱିକୋଷବିଶିଷ୍ଟ ଏବଂ ବୀଜ ବହୁକୋଣବିଶିଷ୍ଟ ଶୀତକାଳରେ ସାଧାରଣତଃ ଏହି ଫଳ ପାଚିବା ଦେଖାଯାଏ ପାଣି କୂଳିଆ କ୍ଷେତରେ ଏହି ଗଛ ଜନ୍ମେ ଏହା ଅଗ୍ନିବର୍ଦ୍ଧକ, ସାରକ, ବଳକାରକ, କାନ୍ତି— ଜନକ, ମେଧା ଓ ସ୍ମୃତିକାରକ, ରସାୟନ, ସ୍ୱର ପରିଷ୍କାରକ ଓ ଭୂମି କୁଷ୍ଠାଦିନାଶକ, ରକ୍ତଦୋଷ, ବିଷ—ଦୋଷ ଅପସାର ଓ ଭୂତାବେଶନାଶକ ଏବଂ ଜ୍ୱରନାଶକ]
- ୨. ଶ୍ୱେତ ଅପରାଜିତା (ହିନ୍ଦୀ - ଶ.) —୨. The white flowering clitoris creeper.
- ୩. ଯୁଥିବା (ହିନ୍ଦୀ - ଶ) —୩. Jasminum Auriculatum (plant.)