Jump to content

ଶଙ୍ଖବଟୀ ରସ

ଉଇକିଅଭିଧାନ‌ରୁ

ଶଙ୍ଖବଟୀ ରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶୂଳରୋଗନିବାରକ ବଟିକାବିଶେଷ — A kind of medicinal pill.

[ଦ୍ରଷ୍ଟବ୍ୟ —ଗୋଟିଏ ବଡ ଶଙ୍ଖୁକୁ ପୋଡ଼ି ୧୧୨:ଟି ଲେମ୍ୱୁ ରସରେ ଏହାକୁ ଥଣ୍ଡା କରାଯାଏ ଏହି ଶଙ୍ଖର ଚୂର୍ଣ୍ଣରେ ଏକ ତୋଳା ତେନ୍ତୁଳିକ୍ଷାର, ୫ ତୋଳା ସରଳ ଲବଣ, ଏକ ତୋଳା ସେନ୍ଧକ, ଏକ ତୋଳା ବିଟଲବଣ, ୬ ମଶା ଶୁଣ୍ଠି ୬ ମଶା ମରିଚ, ୬ ମଶା ପିପଳୀ, ଏକ ତୋଳା ହେଙ୍ଗୁ, ଶୋଧିତ ପାରା, ଗନ୍ଧକ ଓ ମହୁରା ଏକ ତୋଳା— ଲେଖାଏଁ ଏକତ୍ର ଚୁରି ପାଣିରେ ଖଲି ବରକୋଳି ପରି ଗୋଳା ପ୍ରସ୍ତୁତ କରାଯାଏ (ହିନ୍ଦୀ - ଶ)]