Jump to content

ଶଙ୍ଖବେଳା ନ୍ୟାୟ

ଉଇକିଅଭିଧାନ‌ରୁ

ଶଙ୍ଖବେଳା ନ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁଠାରେ ବେଳା ବିଶେଷରେ ଶଙ୍ଖ ପୁଙ୍କିବାର ନିୟମ ଅଛି (ଆଜିକାଲି କେତେକ ସହରରେ ନିର୍ଦ୍ଦିଷ୍ଟ ବେଳାରେ ତୋପ ପଡ଼ିବା— ପରି), ସେଠାରେ ଶଙ୍ଖର ଧ୍ୱନି ଶୁଣିଲେ ସମୟ ନିରୁପଣ କରାଯିବାପରି ନ୍ୟାୟ —An analogy of a locality where the time of the day or night is known to the public by the blowing of a conch.