Jump to content

ଶଙ୍ଖଳନା

ଉଇକିଅଭିଧାନ‌ରୁ

ଶଙ୍ଖଳନା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶଙ୍ଖଳା; କୁଶଳ ପ୍ରଶ୍ନ —Enquiring about one's health and prosperity.

[ଉ—ମୋହ ପରି ବହୁତ ମୁନି ତାଙ୍କଠାରୁ ଆସୁଅଛନ୍ତି ଶଙ୍ଖଳନା କରିବାକୁ କୃଷ୍ଣଂସିଂହ. ମହାଭାରତ ବନ]