Jump to content

ଶଙ୍ଖଳା

ଉଇକିଅଭିଧାନ‌ରୁ

ଶଙ୍ଖଳା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶଙ୍ଖ)

[ସମ୍ପାଦନା]
୧. ଶଙ୍ଖାଳି; ପ୍ରିୟବସ୍ତୁ ବା ବ୍ୟକ୍ତି — One's dearest thing or person.
୨. କୁଶଳାଦି ପ୍ରଶ୍ନ —୨. Enquirings about a person's weal.