Jump to content

ଶଙ୍ଖଳିତ

ଉଇକିଅଭିଧାନ‌ରୁ

ଶଙ୍ଖଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶଂଙ୍ଖଳ+ଯୁକ୍ତାର୍ଥେ. ଇତ)

[ସମ୍ପାଦନା]
୧. ଶୃଙ୍ଖଳାବନ୍ଧ — ୧. Chained; fettered; chain- bound.
୨. ବନ୍ଧନୀଦ୍ୱାରା ଆବଦ୍ଧ (ବାକ୍ୟ) —୨. Bracketed; paranthetical.