Jump to content

ଶଙ୍ଖାମୁଠିଆ

ଉଇକିଅଭିଧାନ‌ରୁ

ଶଙ୍ଖାମୁଠିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରଣାଜାତୀୟ ବିଷଧର ସାପ—କିନ୍ତୁ ବରଣାଠାରୁ ବଡ଼ [ଦ୍ରଷ୍ଟବ୍ୟ — ଏମାନେ ପାଞ୍ଚ ଛ ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହରେ ଶଙ୍ଖାମୁଠା ପରି ଧଳା ଓ କଳା ଚୁଡ଼ି (rings) ଚିହ୍ନିତ; କୃଷ୍ଣବର୍ଣ୍ଣ ଦେହରେ ହଳଦିଆ ଶଙ୍ଖା ପରି ଦାଗ; ଜିହ୍ନା ନାଲି; ମୁଣ୍ଡ ଓ ଗଳା ହଳଦିଆ; ଲାଞ୍ଜର ଅଗ ମୋଟା] ୧. Bungarus Fasciatus (a snake)
୨. ଏକଜାତୀୟ ଲୁଣୀମାଛ —୨. A sort of sea fish.